ଓଡ଼ିଶାର ଏହି ୪ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ପଦ୍ମ ପୁରସ୍କାର ଘୋଷଣା ହୋଇଛି । ଏଥର ମୋଟ୍ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଥିବା ବେଳେ ଓଡ଼ିଶାରୁ ଅଛନ୍ତି ୪ ଜଣ । ତେବେ ଓଡ଼ିଶାର ଯେଉଁ ୪ ଜଣଙ୍କୁ ପଦ୍ମ ପୁରସ୍କାର ମିଳିଛି ସେମାନେ ହେଲେ ମାଗୁଣି ଚରଣ କୁଅଁର (କଳା), କ୍ରିଷ୍ଣା ପଟେଲ (କଳା) । ପଟ୍ଟାୟତ ସାହୁ (କୃଷି) ଓ ଅନ୍ତର୍ଯ୍ୟାମୀ ମିଶ୍ର (ଶିକ୍ଷା ଓ ସାହିତ୍ୟ) । କଣ୍ଢେଇ ନୃତ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ରହିଥିବା … Continue reading ଓଡ଼ିଶାର ଏହି ୪ ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର