ଶୈଳେନ୍ଦ୍ରଙ୍କ ହାତରେ ଏବେ ଅଫର୍ ପରେ ଅଫର୍ ‘ଡେଲିଭରି ବୟ’ ଫିଟାଇଲା ଭାଗ୍ୟ

ଭୁବନେଶ୍ୱର, ଓଲିଉଡର ଜଣାଶୁଣା ନାୟକ ଶୌଳେନ୍ଦ୍ରଙ୍କ ହାତରେ ଏବେ ଫିଲ୍ମ ଉପରେ ଫିଲ୍ମ । ଏଇ ରଜରେ ତାଙ୍କ ଅଭିନିତ ‘ଗୁଡୁ ଗ୍ୟାଙ୍ଗଷ୍ଟାର୍‌’ ରିଲିଜ ହେଉଛି । ଏଥିରେ ଶିବାନୀଙ୍କ ବିପକ୍ଷରେ ନଜର ଆସିବେ ସେ । ଏଣେ ମିଳିଛି ଆଉ ଏକ ନୂଆ ସିନେମା ‘ଦଶମ’ । ଏକ ଭିନ୍ନ ଧରଣର ଟିନ୍ ଏଜ୍ ଲଭଷ୍ଟୋରି ହେଉଛି ‘ଦଶମ’ । ଏହି ସିନେମାର ନିର୍ଦ୍ଦେଶକ ହେଲେ ରାଜା ଡି । ସେ ଏହାର କାହାଣୀ ଓ … Continue reading ଶୈଳେନ୍ଦ୍ରଙ୍କ ହାତରେ ଏବେ ଅଫର୍ ପରେ ଅଫର୍ ‘ଡେଲିଭରି ବୟ’ ଫିଟାଇଲା ଭାଗ୍ୟ