ବିଦେଶୀ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାର ଛୁଇଁଲା

ମୁମ୍ବାଇ: ଦୀର୍ଘ ଏକବର୍ଷର ବ୍ୟବଧାନ ପରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାର ଛୁଇଁବାକୁ ଯାଉଛି । ମେ’ ୧୨ ସୁଦ୍ଧା ଦେଶରେ ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ୫୯୯.୫୨ ବିଲିୟନ ଡଲାରରେ ପହଞ୍ଚିଛିି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଏହାର ପୂର୍ବ ସପ୍ତାହ ଅର୍ଥାତ ମେ’ ୫ରେ ସ୍ଥିତି ୫୯୫.୯୭ ବିଲିୟନ ଡଲାର ରହିଥିଲା । ୨୦୨୧ ଅକ୍ଟୋବରରେ ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ସ୍ଥିତି ସର୍ବାଧିକ ୬୪୫ ବିଲିୟନ … Continue reading ବିଦେଶୀ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାର ଛୁଇଁଲା