ବଡ ବନ୍ୟା ଟାଳିବାକୁ କସରତ

ଭୁବନେଶ୍ୱର : ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା । ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଥିଲେ ବି ଉପର ମୁଣ୍ଡରେ ହେଉଛି । ମହାନଦୀର ଅନେକ ଉପନଦୀରୁ ବର୍ତ୍ତମାନ ପାଣି ମହାନଦୀରେ ମିଶୁଛି । ଉପରମୁଣ୍ଡ ପାଣି ଓ ତଳମୁଣ୍ଡ ପାଣି ମିଶି ମହାନଦୀ ଜଳସ୍ତର ବଢୁଛି । ଏବେ ମୁଣ୍ଡଳି ଦେଇ ୯.୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଅଧିକ ପାଣି ଆସୁଥିବାରୁ ନିୟନ୍ତ୍ରଣ ପାଇଁ ହୀରାକୁଦର ୮ … Continue reading ବଡ ବନ୍ୟା ଟାଳିବାକୁ କସରତ