ଟ୍ରେନ୍‌ରେ ମହିଳା କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ: ୨ ଗିରଫ

ଭୁବନେଶ୍ୱର: ସରଯୁ ଏକ୍ସପ୍ରେସ୍‌ରେ ମହିଳା କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୋଲିସ ଏନ୍‌କାଉଣ୍ଟରରେ ଟଳି ପଡ଼ିଛନ୍ତି। ଅଯୋଧ୍ୟାର ପୁରା କଲନ୍ଦରରେ ମୁଖ୍ୟ ଅଭିଯୁକ୍ତ ଅନିସ୍‌ଙ୍କୁ ପୋଲିସ ଓ ଏସ୍‌ଟିଏଫ୍‌ ଏନ୍‌କାଉଣ୍ଟର କରିଛି। କ୍ରସ୍‌ ଫାୟାରିଂରେ ଅନିସ୍‌ ଟଳି ପଡ଼ିଥିବା ପୋଲିସ ସୂଚନା ଦେଇଛି। ଅଯୋଧ୍ୟାର ଇନାୟତ୍‌ ନଗରରେ ପୋଲିସ ସହ ଧସ୍ତାଧସ୍ତି ବେଳେ ଅନିସ୍‌ଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ଆଜାଦ ଓ ବିଶ୍ୱମ୍ଭର ଦୟାଲ ଓରଫ୍‌ ଲଲୁ। ଦୁହେଁ … Continue reading ଟ୍ରେନ୍‌ରେ ମହିଳା କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ: ୨ ଗିରଫ