ମର୍ମନ୍ତୁଦ ଦୁର୍ଘଟଣା ; ୧୦ ମୃତ, ଅନେକ ଆହତ

ଶ୍ରୀନଗର : ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଝଜ୍ଜର କୋଟଲୀ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ପୋଲ ତଳକୁ ଏକ ଯାତ୍ରୀବାହୀ ବସ୍‌‌ ଖସି ଯାଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ଜମ୍ମୁର ହସ୍ପିଟାଲରେ କରାଯାଉଛି। ମିଳିଥିବା ସୂଚନାନୁଯାୟୀ, ଛଅ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକଙ୍କ … Continue reading ମର୍ମନ୍ତୁଦ ଦୁର୍ଘଟଣା ; ୧୦ ମୃତ, ଅନେକ ଆହତ