ଫାରୁକ ହତ୍ୟା: ଡି ବ୍ରଦର୍ସ ଖଲାସ

କଟକ: କଟକ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍ ଫାରୁକ୍ ହତ୍ୟା ମାମଲା । ନିର୍ଦ୍ଦୋଷରେ ଖଲାସ ହେଲେ ୨ ମୁଖ୍ୟ ଅଭିଯୁକ୍ତ ଧଳସାମନ୍ତ ଭ୍ରାତା । ଉଭୟ ସୁଶାନ୍ତ ଧଳସାମନ୍ତ ଓ ସୁଶିଲ ଧଳସାମନ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଧଳସାମନ୍ତ ଭ୍ରାତ।।ଙ୍କ ସହଯୋଗୀ ଆରିଫ୍ ଖାଁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୩ ଅଭିଯୁକ୍ତଙ୍କୁ ଖଲାସ କଲେ କଟକ ଜିଲ୍ଲା ଓ ଦୌରା ଜଜ୍ । ମାମଲାରେ କେବଳ ଭରତ ସ୍ୱାଇଁ ନାମକ ଅଭିଯୁକ୍ତ … Continue reading ଫାରୁକ ହତ୍ୟା: ଡି ବ୍ରଦର୍ସ ଖଲାସ