37.1 C
Bhubaneswar
Thursday, March 28, 2024
Homeଓଡିଶାଫାରୁକ ହତ୍ୟା: ଡି ବ୍ରଦର୍ସ ଖଲାସ

ଫାରୁକ ହତ୍ୟା: ଡି ବ୍ରଦର୍ସ ଖଲାସ

କଟକ: କଟକ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍ ଫାରୁକ୍ ହତ୍ୟା ମାମଲା । ନିର୍ଦ୍ଦୋଷରେ ଖଲାସ ହେଲେ ୨ ମୁଖ୍ୟ ଅଭିଯୁକ୍ତ ଧଳସାମନ୍ତ ଭ୍ରାତା । ଉଭୟ ସୁଶାନ୍ତ ଧଳସାମନ୍ତ ଓ ସୁଶିଲ ଧଳସାମନ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଧଳସାମନ୍ତ ଭ୍ରାତ।।ଙ୍କ ସହଯୋଗୀ ଆରିଫ୍ ଖାଁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୩ ଅଭିଯୁକ୍ତଙ୍କୁ ଖଲାସ କଲେ କଟକ ଜିଲ୍ଲା ଓ ଦୌରା ଜଜ୍ । ମାମଲାରେ କେବଳ ଭରତ ସ୍ୱାଇଁ ନାମକ ଅଭିଯୁକ୍ତ ଫେରାର ଅଛି । ପୂର୍ବରୁ ଅନ୍ୟ ୪ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ କୋର୍ଟ ।

କିଏ ହେବ କର୍ଣ୍ଣାଟକ କିଙ୍ଗ୍‌ ? 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking