ଚାଷୀ-ସରକାର ଆଲୋଚନା ବିଫଳ; କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କଲାନି କୃଷକ ମୋର୍ଚ୍ଚା

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହାକୁ କୃଷକ ମୋର୍ଚ୍ଚା ପ୍ରତ୍ୟାଖାନ କରିଛି । ଅର୍ଥାତ୍ ସରକାରଙ୍କ ପ୍ରସ୍ତାବକୁ କୃଷକ ସଂଗଠନ ଗ୍ରହଣ କରିନାହିଁ । ଫଳରେ ଚଣ୍ଡୀଗଡରେ କୃଷକ ମୋର୍ଚ୍ଚା ସହ ସରକାରଙ୍କ ୪ର୍ଥ ରାଉଣ୍ଡ୍ ଆଲୋଚନା ବୈଠକ ମଧ୍ୟ ବିଫଳ ହୋଇଯାଇଛି । ରିପୋର୍ଟ ଅନୁୂସାରେ କେନ୍ଦ୍ର ସରକାରଙ୍କ ତରଫରୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ୫ ବର୍ଷର ଚୁକ୍ତିଜନିତ ପ୍ରସ୍ତାବ ଦିଆଯାଇଥିଲା । ଅର୍ଥାତ୍ ମକା, କପା, ହରଡ … Continue reading ଚାଷୀ-ସରକାର ଆଲୋଚନା ବିଫଳ; କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କଲାନି କୃଷକ ମୋର୍ଚ୍ଚା