ବ୍ରଜରାଜନଗରରେ ହାତୀପଲ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ଗତକାଲି ରାତିରେ ଏକ ହାତୀପଲ ପଶି ଆସିଥିବା ନେଇ ବନ ବିଭାଗ ସ୍ୱଷ୍ଟ କରିଛି । ହେମଗିର ଅଞ୍ଚଳରୁ ଏହି ହାତୀପଲ ବ୍ରଜରାଜନଗର ଅଞ୍ଚଳକୁ ଆସିଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି । ଏଥିରେ ଗୋଟିଏ ଦନ୍ତା, ୩ଟି ମାଈ ହାତୀ ଓ ୨ଟି ହାତୀ ଶାବକ ସାମିଲ ରହିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଗତକାଲି ବିଳମ୍ବିତ ରାତିରେ ଉକ୍ତ ହାତୀପଲ ସୁନ୍ଦରଗଡ଼ ବନଖଣ୍ଡ ଓ … Continue reading ବ୍ରଜରାଜନଗରରେ ହାତୀପଲ