ମୁଣ୍ଡଳୀ ମହାନଦୀ ପାଣିରେ ଫସିଛି ହାତୀ

ଆଠଗଡ଼ : କଟକ ମୁଣ୍ଡଳୀରେ ମହାନଦୀ ପାଣିରେ ଫସିଛି ହାତୀ । ନଦୀପାର ହେଉଥିବା ଘଟିଛି ଏହି ଅଭାବନୀୟ ଘଟଣା । ମହାନଦୀରେ ୭ଟି ହାତୀ ଭାସିଯାଇଥିବା ସୂଚନା ମିଳିଛି । ଗୋଟିଏ ହାତୀ ଛୁଆ ମୁଣ୍ଡଳୀ ବ୍ରିଜ ନିକଟରେ ଲାଖି ରହିଥିବା ଦେଖିବାକୁ ମିଳିଥିବା ବେଳେ ଆଉ ୬ଟି ହାତୀ ମହାନଦୀରେ ଭାସି ଭାସି ଯାଇ ଆଠଗଡ଼ ରେଞ୍ଜର ନୂଆଶାସନ୍ ଗାଁ ନିକଟରେ ଲାଗିଥିବା ଜଣାପଡିଛି। ଫେରିବାକୁ ଉଦ୍ୟମ କରୁଥିଲେ ବି ହାତୀ ପାଣିରୁ ବାହାରି … Continue reading ମୁଣ୍ଡଳୀ ମହାନଦୀ ପାଣିରେ ଫସିଛି ହାତୀ