ତେଜସ୍ୱୀ ଯାଦବଙ୍କୁ ଇଡି ସମନ

ପାଟନା : ବିହାରରେ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ ମାମଲାରେ ଇଡି ପୂର୍ବରୁ ତେଜସ୍ୱୀ ଯାଦବଙ୍କୁ ୩ ଥର ସମନ ଜାରି କରିବା ପରେ ସେ ଆଜି ହାଜର ହୋଇଛନ୍ତି । ରାବଡି ଦେବୀ ବାସଭବନଠାରୁ ଇଡି କାର୍ୟ୍ୟାଳୟ ପର୍ୟ୍ୟନ୍ତ ତେଜସ୍ୱୀ ଯାଦବଙ୍କ ସମର୍ଥକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଇଡି କାର୍ୟ୍ୟାଳୟ ବାହାରେ ଶତାଧିକ ଆରଜେଡି ନେତା ଓ କର୍ମୀ ପ୍ରବଳ ହୋହଲ୍ଲା କରିବା ସହ କେନ୍ଦ୍ର ସରକାର ବିରୋଧି ନାରା ଦେଇଛନ୍ତି । … Continue reading ତେଜସ୍ୱୀ ଯାଦବଙ୍କୁ ଇଡି ସମନ