ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେଜ୍ରିୱାଲ୍‌ଙ୍କୁ ସପ୍ତମଥର ସମନ ପଠାଇଲା ଇଡି

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ଥର ପାଇଁ ସମନ ପଠାଇଛି। କେଜ୍ରିୱାଲଙ୍କୁ ଇଡି ପୂର୍ବରୁ ୬ଥର ସମନ ପଠାଇଛି, କିନ୍ତୁ କୌଣସି ଥର ବି ଇଡିରେ ହାଜର ହୋଇନାହାଁନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସପ୍ତମ ସମନ ଜାରି ହେବା ସହିତ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ଆହୁରି ବଢିଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫେବ୍ରୁଆରି ୨୬ ସୋମବାର ହାଜର ହେବାକୁ ସମନରେ କହିିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି … Continue reading ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେଜ୍ରିୱାଲ୍‌ଙ୍କୁ ସପ୍ତମଥର ସମନ ପଠାଇଲା ଇଡି