ସକାଳୁ ଖାଲି ପେଟରେ ଖାଆନ୍ତୁ ଏହି ସବୁ ଜିନିଷ…..ଦେହ ରହିବ ସୁସ୍ଥ

ନୂଆଦିଲ୍ଲୀ: ଆମେ ଯେ କୌଣସି ଜିନିଷ ଖାଉ ତାହାର ସିଧାସଳଖ ପ୍ରଭାବ ଆମ ଶରୀର, ଚର୍ମ ଓ ହଜମ ଶକ୍ତି ଉପରେ ପଡ଼ିଥାଏ । ଦୈନ ଦିନ ଜୀବନରେ ଆମେ ଖାଉଥିବା ଖାଦ୍ୟ ଆମ ଶରୀରର ବିଭିନ୍ନ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ଯଦି ଆପଣ ସ୍ବାସ୍ଥ୍ୟଗତ ସମସ୍ୟାରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଏଥିଲାଗି ସଠିକ ଜୀବନଶୈଳୀ ସହ ଉପଯୁକ୍ତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ ଅଟେ । କାରଣ ଉପଯୁକ୍ତ ଖାଦ୍ୟପେୟ ଦ୍ବାରା … Continue reading ସକାଳୁ ଖାଲି ପେଟରେ ଖାଆନ୍ତୁ ଏହି ସବୁ ଜିନିଷ…..ଦେହ ରହିବ ସୁସ୍ଥ