ଗୋ-ଫାଷ୍ଟ ଏୟାରଲାଇନ୍ସକୁ ଡିଜିସିଏ ନିର୍ଦ୍ଦେଶ; ୩୦ ଦିନ ମଧ୍ୟରେ ରିଭାଇଭାଲ ପ୍ଲାନ ଦାଖଲ କର

ନୂଆଦିଲ୍ଲୀ: ଦେଶର ଅନ୍ୟତମ ଘରୋଇ ଏୟାରଲାଇନ୍ସ ଗୋ-ଫାଷ୍ଟ ବର୍ତ୍ତମାନ ଦେବାଳିଆ ଅବସ୍ଥାରେ ପହଞ୍ଚିଛି । ଏହାସତ୍ତ୍ୱେ ସେମାନେ ପୁଣି ସ୍ଥିତି ସୁଧାରିବା ସହ ଉଡାଣ ପ୍ରକ୍ରିୟାକୁ ଫେରିବେ ବୋଲି ଗୋ-ଫାଷ୍ଟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଗାମୀ ୩୦ ଦିନ ମଧ୍ୟରେ ରିଭାଇଭାଲ ପ୍ଲାନ୍ (ପୁନରୁଜ୍ଜୀବିତ ଯୋଜନା) ଦାଖଲ କରିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଗୋ-ଫାଷ୍ଟକୁ ନିର୍ଦ୍ଦେଶ ଦିଆଯାଇଛି । ଏୟାରଲାଇନ୍ସ ନିକଟରେ କେତେ ସଂଖ୍ୟକ ବିମାନ ରହିଛି, କେତେ … Continue reading ଗୋ-ଫାଷ୍ଟ ଏୟାରଲାଇନ୍ସକୁ ଡିଜିସିଏ ନିର୍ଦ୍ଦେଶ; ୩୦ ଦିନ ମଧ୍ୟରେ ରିଭାଇଭାଲ ପ୍ଲାନ ଦାଖଲ କର