ବିକାଶ ଆବାସିକ ବିଦ୍ୟାଳୟ ସି ବି ଏସ ସି ଛାତ୍ର ଛାତ୍ରୀଙ୍କ କୃତିତ୍ୱ
ଭବାନୀପାଟଣା : ଭବାନୀପାଟଣା ସ୍ଥିତ ବିକାଶ ଅବାଶିକ ବିଦ୍ୟାଳୟର ଶତ ପ୍ରତିଶତ ବିଦ୍ୟାର୍ଥୀ କୃତ କାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ଅଭିଷେକ ଅଗ୍ରୱାଲ ସର୍ବାଧିକ ୯୭ % ରଖି ପ୍ରଥମ ସ୍ଥାନ, ଜଗଦାନନ୍ଦ ଦୂର୍ଗା ୯୫ % ଦ୍ଵିତୀୟ ସ୍ଥାନ ଓ ଆଇଶ। ସିଙ୍ଘଲ ୯୪.୪ % ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୋଟ୍ ୧୫୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୦% ରୁ ଉର୍ଦ୍ଧ ୯ ଜଣ, ୮୫-୮୯.୯% ୧୮ଜଣ, ୮୦-୮୪.୯% … Continue reading ବିକାଶ ଆବାସିକ ବିଦ୍ୟାଳୟ ସି ବି ଏସ ସି ଛାତ୍ର ଛାତ୍ରୀଙ୍କ କୃତିତ୍ୱ
Copy and paste this URL into your WordPress site to embed
Copy and paste this code into your site to embed