ମହାକୁମ୍ଭରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ପ୍ରୟାଗରାଜ : ପ୍ରୟାଗରାଜର ସଙ୍ଗମରେ ଘଟିଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ। ଏଥିରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ନିଶ୍ଚିତ କରିଛନ୍ତି। ଘଟଣା ଘଟିବାର ୧୭ ଘଣ୍ଟା ପରେ ସୂଚନା ଦିଆଯାଇଛି। ଡିଆଇଜି ବୈଭବ କ୍ରିଷ୍ଣା ଏକ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି। ସେ କହିଛନ୍ତି, ମହାକୁମ୍ଭରେ ହୋଇଥିବା ଦଙ୍ଗାରେ ୩୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୨୫ ଜଣ ଚିହ୍ନଟ ହୋଇଛନ୍ତି। ୯୦ରୁ … Continue reading ମହାକୁମ୍ଭରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି