ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ

ଯାଯପୁର: ରଗଡି ଜେଲରେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜେଲ୍ ପରିସର ନିର୍ମାଣଧୀନ ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଯାଯପୁର ରୋଡ୍ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ କଏଦୀ କୋରେଇ ଅଂଚଳର ସୂଚନା ଓ ଆତ୍ମହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ହାତୀ ମରି କଙ୍କାଳ ହେବା ପର୍ଯ୍ୟନ୍ତ ଜାଣିପାରୁନି ବନ ବିଭାଗ