କଟକ ଏସସିବିରେ ଶିଶୁ ଚୋରି ଘଟଣାରେ ନୂଆମୋଡ଼: ଯୋଜନାବଦ୍ଧ ହୋଇଥିଲା ପିଲା ଚୋରି, ୮ ଦିନ ଧରି ଚାଲିଥିଲା ପ୍ଲାନିଂ

କଟକ: କଟକ ଏସସିବିରେ ଶିଶୁ ଚୋରି ଘଟଣାରେ ନୂଆମୋଡ଼। ଯୋଜନାବଦ୍ଧ ହୋଇଥିଲା ପିଲା ଚୋରି। ୮ ଦିନ ଧରି ଶିଶୁ ଚୋରି ପାଇଁ ଚାଲିଥିଲା ପ୍ଲାନିଂ। ଲାଗତାର SCB ସ୍ତ୍ରୀ ପ୍ରସୂତି ବିଭାଗକୁ ଆସୁଥିଲେ ମହିଳା। ସୁଯୋଗ ଦେଖି ଉଠାଇ ନେଇଥିଲେ ପ୍ରତାପନଗରୀ ଅଞ୍ଚଳର ଦମ୍ପତ୍ତି। ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସେ ଶିଶୁ କନ୍ୟାକୁ ହସ୍ତାନ୍ତର କରିବା ସହ ଅଦଳବଦଳ ନାଟକ ରଚିଛନ୍ତି। ସଂପୃକ୍ତ ଦମ୍ପତ୍ତି କହିଛନ୍ତି ତାଙ୍କର ପୁତ୍ର ସନ୍ତାନ ହୋଇଥିଲା, ଭୁଲ୍‌ରେ ସେ … Continue reading କଟକ ଏସସିବିରେ ଶିଶୁ ଚୋରି ଘଟଣାରେ ନୂଆମୋଡ଼: ଯୋଜନାବଦ୍ଧ ହୋଇଥିଲା ପିଲା ଚୋରି, ୮ ଦିନ ଧରି ଚାଲିଥିଲା ପ୍ଲାନିଂ