ମେସିଙ୍କୁ ଦେଖିବାକୁ ଷ୍ଟାଡିୟମ୍ରେ ହଙ୍ଗାମା
କୋଲକତା: ଷ୍ଟାର ଫୁଟବଲର୍ ଲିଓନେଲ ମେସିଙ୍କୁ ଦେଖିବାକୁ ହଙ୍ଗାମା। କୋଲକାତାରେ ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ଫିଙ୍ଗା ଫୋପଡା। ମେସିଙ୍କ ସହ ସାକ୍ଷାତ, ସେଲ୍ଫି ନେଇ ନ ପାରିବାରୁ ତାତିଲେ ସମର୍ଥକ। ମାତ୍ର ୧୦ ମିନିଟ୍ ପାଇଁ ଆସିଲେ, ଘେରିଗଲେ ନେତା ଓ ମନ୍ତ୍ରୀ। ଆୟୋଜକ କହିଥିଲେ ବଲିଉଡ୍ ଷ୍ଟାର ଶାହରୁଖ ଖାନ୍ ଆସିବେ, ଆସିଲେନି। ୧୨ ହଜାର ଟଙ୍କାର ଟିକେଟ୍ ଓ ଘଷ୍ଟା ଘଷ୍ଟା ଅପେକ୍ଷାକୁ ନେଇ କଲେ ହଙ୍ଗାମା। ସେଲିବ୍ରେସନ ପାଇଁ ବନ୍ଧା ଯାଇଥିବା ଟେଷ୍ଟ … Continue reading ମେସିଙ୍କୁ ଦେଖିବାକୁ ଷ୍ଟାଡିୟମ୍ରେ ହଙ୍ଗାମା
Copy and paste this URL into your WordPress site to embed
Copy and paste this code into your site to embed