ରାଜ୍ଯରେ ଚିହ୍ନଟ ହେଲେ ଆଉ ୮୪୯ ନୂଆ କରୋନା ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୧୧୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଶିଶୁଙ୍କ ଉପରେ ପ୍ରଭାବ ବିସ୍ତାର ଆରମ୍ଭ କଲାଣି । ଶିଶୁଙ୍କ ଜୀବନ ପ୍ରତି ବଡ଼ ବିପଦ ଦେଖା ଦେଲାଣି। ଗତ ୪ ଦିନରେ ତିନି ଶିଶୁଙ୍କ ଜୀବନ ନେଇଛି କରୋନା । ଗୁରୁବାର ଜଣେ ଶିଶୁର ଜୀବନ ନେଇଥିଲାବେଳେ ଶୁକ୍ରବାର ପୁଣି ୨ କନ୍ୟାଙ୍କ ଜୀବନ ନେଇଛି ଭୂତାଣୁ । ଦୁଇ କନ୍ୟାଙ୍କ ଭିତରେ ଜଣେ ମୟୂରଭଞ୍ଜର ଓ ଅନ୍ୟ ଜଣେ କଟକର । ମୟୂରଭଞ୍ଜ ଜିଲ୍ଲାର କନ୍ୟାର ବୟସ ୫ ମାସ … Continue reading ରାଜ୍ଯରେ ଚିହ୍ନଟ ହେଲେ ଆଉ ୮୪୯ ନୂଆ କରୋନା ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୧୧୯ ପଜିଟିଭ୍ ଚିହ୍ନଟ