ଓଡ଼ିଶାରେ ୭୭୯ ଜଣ ପଜିଟିଭ ଚିହ୍ନଟ, ପୁଣି ୧୦୫ ଶିଶୁ ଆକ୍ରାନ୍ତ
ଭୁବନେଶ୍ୱର: ଓଡ଼ିଶାରେ କରୋନା ଶିଶୁଙ୍କ ଉପରେ ପ୍ରଭାବ ବିସ୍ତାର ଆରମ୍ଭ କଲାଣି । ଶିଶୁଙ୍କ ଜୀବନ ପ୍ରତି ବଡ଼ ବିପଦ ଦେଖା ଦେଲାଣି। ଗତ ୩ ଦିନରେ ତିନି ଶିଶୁଙ୍କ ଜୀବନ ନେଇଛି କରୋନା । ଗୁରୁବାର ଜଣେ ଶିଶୁର ଜୀବନ ନେଇଥିଲାବେଳେ ଶୁକ୍ରବାର ପୁଣି ୨ କନ୍ୟାଙ୍କ ଜୀବନ ନେଇଛି ଭୂତାଣୁ । ଦୁଇ କନ୍ୟାଙ୍କ ଭିତରେ ଜଣେ ମୟୂରଭଞ୍ଜର ଓ ଅନ୍ୟ ଜଣେ କଟକର । ମୟୂରଭଞ୍ଜ ଜିଲ୍ଲାର କନ୍ୟାର ବୟସ ୫ ମାସ … Continue reading ଓଡ଼ିଶାରେ ୭୭୯ ଜଣ ପଜିଟିଭ ଚିହ୍ନଟ, ପୁଣି ୧୦୫ ଶିଶୁ ଆକ୍ରାନ୍ତ
Copy and paste this URL into your WordPress site to embed
Copy and paste this code into your site to embed