ବଢ଼ି ଚାଲିଛି ଶିଶୁ ସଂକ୍ରମିତଙ୍କ ସଂଖ୍ୟା : ୧୦୬ ଶିଶୁ କରୋନା ଆକ୍ରାନ୍ତରେ ସଂକ୍ରମିତ, ରାଜ୍ୟରେ ୮୧୬

ଭୁବନେଶ୍ୱର:  ରାଜ୍ୟରେ ଏବେ ଶିଶୁ ସଂକ୍ରମଣ ସାଙ୍ଘାତିକ ରୂପ ନେଲାଣି । ଶିଶୁଙ୍କ ପ୍ରତି ବିପଦ ଘନେଇବାରେ ଲାଗଛି । ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ପୁଣି ୧୦୬ ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ମଧ୍ୟରେ ଶୂନ୍‌ରୁ ୧୮ ବର୍ଷ ବୟସ୍କ ରହିଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । କରୋନା ସଂକ୍ରମଣ ନେଇ ସ୍ୱାସ୍ଥ୍ୟ ବିଭାଗ ଯେଉଁ ତଥ୍ୟ ଦେଇଛି ତାହା ଚମକାଇ … Continue reading ବଢ଼ି ଚାଲିଛି ଶିଶୁ ସଂକ୍ରମିତଙ୍କ ସଂଖ୍ୟା : ୧୦୬ ଶିଶୁ କରୋନା ଆକ୍ରାନ୍ତରେ ସଂକ୍ରମିତ, ରାଜ୍ୟରେ ୮୧୬