ମଧ୍ୟପ୍ରଦେଶରେ ୧୫୦ ସିଟ୍ ଜିତିବ କଂଗ୍ରେସ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆଜି ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କ ସହିତ ପ୍ରଦେଶର ବଡ ବଡ ନେତାଙ୍କ ବୈଠକ ବସିଥିଲା । ଏହି ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଡ ବୟାନ ରଖିଛନ୍ତି । ରାହୁଲ ଦାବି କରିଛନ୍ତି ଯେ,ଶେଷକୁ ହେବାକୁ ଥିବା ଏହି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ୧୫୦ରୁ ଅଧିକ ସିଟ୍ ଜିତିବ । ଦିଲ୍ଲୀରେ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ମଧ୍ୟପ୍ରଦେଶର ତମାମ ନେତୃବୃନ୍ଦ … Continue reading ମଧ୍ୟପ୍ରଦେଶରେ ୧୫୦ ସିଟ୍ ଜିତିବ କଂଗ୍ରେସ: ରାହୁଲ ଗାନ୍ଧୀ