ଭୁବନେଶ୍ବର : ଭାରତୀୟ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା ପରିଷଦ(ସିଆଇଏସସିଇ) ଦ୍ବାରା ପରିଚାଳିତ ଦଶମ (ଆଇସିଏସଇ) ଏବଂ ଦ୍ବାଦଶ (ଆଇଏସଇ) ପରୀକ୍ଷା ଫଳ ରବିବାର ଅପରାହ୍ଣ ୩ଟାବେଳକୁ ପ୍ରକାଶ ପାଇବ। ଏନେଇ ସିଆଇଏସସିଇର ମୁଖ୍ୟ କାର୍ଯ୍ୟନିର୍ବାହୀ ସଚିବ ଗ୍ୟାରୀ ଆରାଥୁନ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀ ୱେବସାଇଟ (www.cisce.org/results. cisce. org)କୁ ଲଗଇନ କରି ପରୀକ୍ଷା ଫଳ ପାଇପାରିବେ। ଚଳିତ ବର୍ଷ ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀରେ ସାରା ଦେଶରୁ ୨.୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଦଶମ … Continue reading ଆଜି ପ୍ରକାଶ ପାଇବ ସିଆଇଏସସିଇ ଫଳ
Copy and paste this URL into your WordPress site to embed
Copy and paste this code into your site to embed