ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ; ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଚେଷ୍ଟା ହବ – ସିପି

ଭୁବନେଶ୍ୱର : ଏୟାରଫିଲ୍ଡ ଥାନା ଅଞ୍ଚଳରେ ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଅଭିଯୁକ୍ତକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଚେଷ୍ଟା କରାଯିବ କହିଲେ କମିଶନର । ପ୍ରେସମିଟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା । ଅଭିଯୁକ୍ତ ଘନିଆକୁ ରାହାମା ଷ୍ଟେସନ ଅଞ୍ଚଳରୁ ଧରାଯାଇଛି । ଶିଶୁକନ୍ୟାକୁ ଦୁଷ୍କର୍ମ ଉଦେ୍ଦଶ୍ୟରେ ଅଭିଯୁକ୍ତ ଘରକୁ ଆଣିଥିଲା । ଦୁଷ୍କର୍ମ ହୋଇଛି କି ନାହିଁ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିବ । ଘଟଣାକୁ ଗୁରୁତ୍ୱ ଦେଇ ଶୀଘ୍ର ଚାର୍ଜସିଟ ଦାଖଲ … Continue reading ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ; ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଚେଷ୍ଟା ହବ – ସିପି