୨୦୭୫ ସୁଦ୍ଧା ଭାରତୀୟ ଅର୍ଥନୀତି ୨ୟକୁ ଉନ୍ନୀତ ହେବ

ନୂଆଦିଲ୍ଲୀ: ଗୋଲଡ୍‌ମ୍ୟାନ୍ ସାଚ୍ ରିସର୍ଚ୍ଚ ସଂସ୍ଥାର ସର୍ଭେ ରିପୋର୍ଟ ଅନୁଯାୟୀ ୨୦୭୫ ମସିହା ସୁଦ୍ଧା ଆମେରିକାକୁ ପଛରେ ପକାଇ ଭାରତର ଅର୍ଥନୀତି ବିଶ୍ୱରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହେବ । ବର୍ତ୍ତମାନ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିଭାବେ ମାନ୍ୟତାଲାଭ କରୁଛି । ଆମେରିକାର ଏହି ତାଲିକାର ଶୀର୍ଷରେ ଥିବାବେଳେ ଚୀନ୍‌, ଜାପାନ ଓ ଜର୍ମାନୀ ଯଥାକ୍ରମେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି । ଆଗାମୀ ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତର ୧୪୨ କୋଟି ଲୋକ … Continue reading ୨୦୭୫ ସୁଦ୍ଧା ଭାରତୀୟ ଅର୍ଥନୀତି ୨ୟକୁ ଉନ୍ନୀତ ହେବ