ବସ – ସିମେଣ୍ଟ ଟ୍ୟାଙ୍କର ମୁହାଁମୁହିଁ ଧକ୍କା : ୨ ମୃତ

ଗୁଜୁରାଟ : ଗୁଜୁରାଟର ଖେଡା ଜିଲ୍ଲାର ନାଡିଆଦା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବସ୍‌-ସିମେଣ୍ଟ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ଫଳରେ ଚାଲିଗଲା ୨ ଜୀବନ। ଏହାସହିତ ଏହି ଦୁର୍ଘଟଣାରେ ୨୧ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଯାତ୍ରୀବାହୀ ବସଟି ଯାତ୍ରୀଙ୍କୁ ନେଇ ଅହମ୍ମଦାବାଦରୁ ପୁଣେ ଅଭିମୁଖେ ଯାଉଥିଲା। ଏହି ସମୟ ମଧ୍ୟରେ ହଠାତ୍ ଏକ ସିମେଣ୍ଟ ଟ୍ୟାଙ୍କର୍ ରାଜପଥରେ ବାମକୁ ଯାଇ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ବସଟି ରାସ୍ତାରେ ଥିବା ରେଲିଂ … Continue reading ବସ – ସିମେଣ୍ଟ ଟ୍ୟାଙ୍କର ମୁହାଁମୁହିଁ ଧକ୍କା : ୨ ମୃତ