ବଜେଟ : ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ବଡ ଘୋଷଣା
ନୂଆଦିଲ୍ଲୀ: ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ବଡ ଘୋଷଣା ରହିଛି । ଆୟକର ଛାଡ ସୀମା ଦୁଇଗୁଣ କଲେ ସରକାର । ୫୦ ହଜାରରୁ ବଢି ୧ ଲକ୍ଷ ଟଙ୍କା ହେଲା । ବଢିଲା ଆୟକର ଜମା ସମୟ ସୀମା … Continue reading ବଜେଟ : ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ବଡ ଘୋଷଣା
Copy and paste this URL into your WordPress site to embed
Copy and paste this code into your site to embed