ମହାନଦୀ’- ମୁଖ୍ୟମନ୍ତ୍ରୀଙ୍କ ପାଇଁ କେବଳ ନିର୍ବାଚନୀ ପ୍ରସଙ୍ଗ : ପ୍ରଦୀପ ପୁରୋହିତ

 ମହାନଦୀର ଦେଓଗାଁ, ଗୋଧନେଶ୍ୱର, କପାସିରା, ଖଇରାଟାଲ, ସୁବଳ୍ୟା, ମଣିଭଦ୍ରା ଏବଂ ସୁଖସୁଡାଠରେ ବ୍ୟାରେଜ ନିର୍ମାଣ କରାଯିବାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କଣ ହେଲା ?  ଲଖନପୁର ବ୍ଲକର ପନିପରିବା ଚାଷୀଙ୍କ ପାଇଁ ମଣ୍ଡି ଓ ଶିତଳଭଣ୍ଡାର କେବେ ନିର୍ମାଣ ହେବ ?  ବ୍ରଜରାଜନଗର ନିର୍ବାଚନମଣ୍ଡଳୀବାସୀଙ୍କୁ ଚଳିତ ବର୍ଷର ମରୁଡି ସହାୟତା କେବେ ମିଳିବ ?  ଆସନ୍ତା କାଲି ସୁଖାସୁଡା ଗ୍ରାମରୁ ବିଜେପି କାର୍ଯ୍ୟକର୍ତାମାନେ ମହାନଦୀ, ଜଳସେଚନ ଏବଂ ଚାଷ ସଂପର୍କରେ ମୁଖ୍ୟମନ୍ତ୍ରୀ ଏବଂ … Continue reading ମହାନଦୀ’- ମୁଖ୍ୟମନ୍ତ୍ରୀଙ୍କ ପାଇଁ କେବଳ ନିର୍ବାଚନୀ ପ୍ରସଙ୍ଗ : ପ୍ରଦୀପ ପୁରୋହିତ