ନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେଡିର ଆନ୍ଦୋଳନ: ଲେଖାଶ୍ରୀ

ଭୁବନେଶ୍ୱର: ପିମେ ପାଇଁ ବିଜେଡି ବିକ୍ଷୋଭ ପ୍ରସଙ୍ଗରେ ବିଜେପିର ପ୍ରେସମିଟ । ନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ଆନ୍ଦୋଳନ ହେଉଛି ବୋଲି କହିଛନ୍ତି ଲେଖାଶ୍ରୀ । ଯଦି ଅବହେଳା କଥା ଉଠୁଛି ତେବେ ୨୦୧୯ ସୁଦ୍ଧା ସର୍ଭେ ସରିଲାନାହିଁ କାହିଁକି ? ବସୁନ୍ଧରା ଯୋଜନାରେ କେତେ ଲୋକଙ୍କୁ ଘର ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ଆଇନଶୃଙ୍ଖଳା ପରିସ୍ଥିତି ଉପରୁ ନଜର ହଟାଇବାକୁ ବିଜେଡିର ପ୍ରୟାସ ଜାରି ରହିଛି । କେନ୍ଦ୍ର ୨୮ ଲକ୍ଷ … Continue reading ନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେଡିର ଆନ୍ଦୋଳନ: ଲେଖାଶ୍ରୀ