43 C
Bhubaneswar
Tuesday, April 16, 2024
Homeଓଡିଶାନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେଡିର ଆନ୍ଦୋଳନ: ଲେଖାଶ୍ରୀ

ନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେଡିର ଆନ୍ଦୋଳନ: ଲେଖାଶ୍ରୀ

ଭୁବନେଶ୍ୱର: ପିମେ ପାଇଁ ବିଜେଡି ବିକ୍ଷୋଭ ପ୍ରସଙ୍ଗରେ ବିଜେପିର ପ୍ରେସମିଟ । ନବ ଦାସ ପ୍ରସଙ୍ଗରୁ ନଜର ହଟାଇବାକୁ ଆନ୍ଦୋଳନ ହେଉଛି ବୋଲି କହିଛନ୍ତି ଲେଖାଶ୍ରୀ । ଯଦି ଅବହେଳା କଥା ଉଠୁଛି ତେବେ ୨୦୧୯ ସୁଦ୍ଧା ସର୍ଭେ ସରିଲାନାହିଁ କାହିଁକି ? ବସୁନ୍ଧରା ଯୋଜନାରେ କେତେ ଲୋକଙ୍କୁ ଘର ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ଆଇନଶୃଙ୍ଖଳା ପରିସ୍ଥିତି ଉପରୁ ନଜର ହଟାଇବାକୁ ବିଜେଡିର ପ୍ରୟାସ ଜାରି ରହିଛି । କେନ୍ଦ୍ର ୨୮ ଲକ୍ଷ ଘର ଦେଇଛନ୍ତି କିନ୍ତୁ ଗରିବଙ୍କ ମୁଣ୍ଡରେ ଛାତ ନାହିଁ । ବିଜେଡିର ଏହି ଆନ୍ଦୋଳନ ମନ୍ଦିର କିଏ ନା ମୁଁ କଦଳୀ ଖାଇନି ।

ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା:ସେପଟେ ରାଜରାସ୍ତାରେ ୫ହଜାରରୁ ଉର୍ଦ୍ଧ ଅଧ୍ୟାପକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking