ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା । ୪ ରାଜ୍ୟ ସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ରାଜ୍ୟ ସଭାକୁ ଯିବେ ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ସସ୍ମିତ ପାତ୍ର ଓ ନିରଞ୍ଜନ ବିଶି । ସସ୍ମିତ ପାତ୍ରଙ୍କ ଉପରେ ଦଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଆସ୍ଥା ପ୍ରକଟ କରିଥିଲାବେଳେ ପ୍ରଶନ୍ନ ଆଚାର୍ଯ୍ୟ ଓ ଭାସ୍କର ରାଓଙ୍କୁ ବାଦ୍ ଦେଇଛନ୍ତି । ପ୍ରଥମ ଥର ପାଇଁ ସୁଲତା … Continue reading ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା