ବିଜେଡି ଅନାସ୍ଥା ଆଣୁ ସମର୍ଥନ ଦେବୁ: ଭକ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ କହିଲେ ପିସିସି ସଭାପତି ଭକ୍ତ ଦାସ। ଏଫଏମ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରେସ୍‌ମିଟ୍‌ କରି କହିଛନ୍ତି ଯେ ନାରୀ ନ୍ୟାୟ ପାଇଁ ଯଦି ବିଜେଡି ଆନ୍ତରିକତା ସହ ଲଢୁଛି, ଅନାସ୍ଥା ପ୍ରସ୍ତାବ ଆଣୁ। ବିଧାନସଭାରେ ସରକାର ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁ। ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ ଆମେ ସମର୍ଥନ ଦେବୁ। ନଚେତ୍ ଆମେ ଅନାସ୍ଥା ପ୍ରସ୍ତାବ … Continue reading ବିଜେଡି ଅନାସ୍ଥା ଆଣୁ ସମର୍ଥନ ଦେବୁ: ଭକ୍ତ