ସିଲଭର ସିଟିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ମଧ୍ୟବିତ୍ତଙ୍କୁ ଫୋକସ କଲେ ନବୀନ

କଟକ: ଆସନ୍ତା ମେ ୨୫ ତାରିଖରେ କଟକ ସଂସଦୀୟ କ୍ଷେତ୍ର ପାଇଁ ପଡିବ ଭୋଟ । ଏଥିପାଇଁ ବିଜେଡି ନିଜର ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜନ ସମର୍ଥନ ଯୋଗାଡିବା ପାଇଁ ଅଣ୍ଟା ଭିଡିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଏକ ସଭାରେ ସମସ୍ତ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି ନବୀନ । ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ କଟକ ଆସିଥିଲେ ନବୀନ । ନିଜର … Continue reading ସିଲଭର ସିଟିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ମଧ୍ୟବିତ୍ତଙ୍କୁ ଫୋକସ କଲେ ନବୀନ