ନିଆରା ଢଙ୍ଗରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା: ୧୨୧୩ଟି ମାଟି କପ୍ ସାହାଯ୍ୟରେ ନିର୍ମାଣ ହେଲା ବାଲୁକାକଳା
ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମଦିବସ ଅବସରରେ ପୂରୀ ବେଳାଭୂମିରେ ବାଲୁକାକଳା । ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏ ଅବସରରେ ମାଟି ନିର୍ମିତ ଚା କପ୍ ସାହାଯ୍ୟରେ ମୋଦିଙ୍କ ପ୍ରତିକୃତି ନିର୍ମାଣ କରିଛନ୍ତି । ପ୍ରାୟ ୫ ଫୁଟ ଉଚ୍ଚର ବାଲୁକା କଳାରେ ୫ ଟନର ବାଲି ବ୍ୟବହୃତ ହୋଇଛି । ୧୨୧୩ଟି ମାଟି ନିର୍ମିତ କପ୍ ବ୍ୟବହାର ହୋଇଛି । ବିଶ୍ୱକର୍ମା … Continue reading ନିଆରା ଢଙ୍ଗରେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା: ୧୨୧୩ଟି ମାଟି କପ୍ ସାହାଯ୍ୟରେ ନିର୍ମାଣ ହେଲା ବାଲୁକାକଳା
Copy and paste this URL into your WordPress site to embed
Copy and paste this code into your site to embed