ବାର୍ଡ ଫ୍ଲୁରେ ମନୁଷ୍ୟ ଆକ୍ରାନ୍ତ : ସୋଫିଆ ଫିର୍ଦ୍ଦୋସ

ଭୁବନେଶ୍ୱର : ଗୃହରେ ଉଠିଲା ମଣିଷଠାରେ ବାର୍ଡ ଫ୍ଲୁ ଚିହ୍ନଟ ପ୍ରସଙ୍ଗ । ଆଜି ଶୂନ୍ୟକାଳରେ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏହି ପ୍ରସଙ୍ଗ ଉଠାଇବା ସହ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ଚାହିଁଥିଲେ । ସେ କହିଥିଲେ ଯେ, ସ୍ୱାସ୍ଥ୍ୟ ବିଭାଗ କହୁଛି ଗତକାଲି ଯାଏଁ ମଣିଷଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇନାହିଁ । କିନ୍ତୁ ଜଣଙ୍କଠାରେ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିବାକୁ ଦାବି କରିଥିଲେ … Continue reading ବାର୍ଡ ଫ୍ଲୁରେ ମନୁଷ୍ୟ ଆକ୍ରାନ୍ତ : ସୋଫିଆ ଫିର୍ଦ୍ଦୋସ