ଇନଷ୍ଟାଗ୍ରାମରେ ଝିଅ ଦେବୀଙ୍କ ଫଟୋ ସେୟାର କଲେ ବିପାଶା ବାସୁ

ମୁମ୍ବାଇ : ବିପାଶା ବସୁ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । କ୍ରିସ୍‌ମାସ ଅବସରରେ ବିପାଶା ପ୍ରଥମ ଥର ପାଇଁ ପ୍ରଶଂସକଙ୍କୁ ଦେବୀଙ୍କ ଚେହେରା ମଧ୍ୟ ଦେଖାଇଛନ୍ତି । ଦେବୀଙ୍କ ଫଟୋ ଦେଖି ପ୍ରଶଂସକମାନେ ତାଙ୍କ କ୍ୟୁଟ୍‌ନେସ୍‌ରେ ପାଗଳ ହୋଇଯାଇଛନ୍ତି । ତେବେ ବିପାଶା ନଭେମ୍ବର ୧୨,୨୦୨୨ରେ ଦେବୀଙ୍କୁ ଜନ୍ମ ଦେଇଥିଲେ । ଏବେ ବିପାଶାଙ୍କ ଝିଅଙ୍କ ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପାରେ, ଫ୍ୟାନ୍ସ ଦେବୀଙ୍କ ପ୍ରଶଂସା ନକରି ରହିପାରୁନାହାଁନ୍ତି ।ଗତ ବର୍ଷ ବିପାଶା ବସୁ … Continue reading ଇନଷ୍ଟାଗ୍ରାମରେ ଝିଅ ଦେବୀଙ୍କ ଫଟୋ ସେୟାର କଲେ ବିପାଶା ବାସୁ