ବଡ ଖବର: ଇସ୍ତଫା ଦେଲେ ଉପବାଚସ୍ପତି

ଭୁବନେଶ୍ୱର: ଉପବାଚସ୍ପତି ପଦରୁ ରଜନୀକାନ୍ତ ସିଂହଙ୍କ ଇସ୍ତଫା । ବାଚସ୍ପତିଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କଲେ ରଜନୀକାନ୍ତ ।ତେବେ ସେ ଉପବାଚସ୍ପତି ପଦରୁ କାହିଁକି ଇସ୍ତଫା ଦେଇଛନ୍ତି ସେ ସମ୍ପର୍କରେ ସେ ମୁହଁ ଖୋଲି ନଥିଲେ ମଧ୍ୟ ଦଳୀୟ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଦଳୀୟ ସଂଗଠନରେ ତାଙ୍କୁ କିଛି ଗୁରୁ ଦାୟିତ୍ବ ଦେବା ପାଇଁ ଦଳ ପକ୍ଷରୁ ଏମିତି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା … Continue reading ବଡ ଖବର: ଇସ୍ତଫା ଦେଲେ ଉପବାଚସ୍ପତି