ଚୀନକୁ ବାଇଡେନ୍‌ଙ୍କ ଚେତାବନୀ : ଆମ ସହ ଲାଗିଲେ ଛାଡିବୁନି….

ୱାଶିଂଟନ୍ : ଚାଇନକୁ ଅ।।ମରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଶୁଣାଇଛନ୍ତି ଚେତାବନୀ । ଚୀନ ଆମେରିକାର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଆମେରିକା କୌଣସି ବିବାଦ ସୃଷ୍ଟି କରିବାକୁ ଚାହୁଁନାହିଁ । କିନ୍ତୁ ଯଦି ଚୀନ ଆମେରିକା ସହ ଲାଗିବ ତେବେ ଆମେରିକା ଛାଡିବ ନାହିଁ। ଉଚିତ ଜବାବ ଦେବ ଆମେରିକାକୁ ଭଲ ଭାବେ ଜଣା ବୋଲି ବାଇଡେନ୍ କହିଛନ୍ତି । ଆମେରିକା ‘କ୍ୟାପିଟଲ୍ ଆକ୍ରମଣ’ର ଦୁଇ ବର୍ଷ ପୂର୍ତ୍ତିକୁ ଉଦ୍ଦେଶ୍ୟ … Continue reading ଚୀନକୁ ବାଇଡେନ୍‌ଙ୍କ ଚେତାବନୀ : ଆମ ସହ ଲାଗିଲେ ଛାଡିବୁନି….