କୋର୍ଟରେ ପହଞ୍ଚିଲେ ବର୍ଷା ଓ ଅନୁଭବ

କଟକ: ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ପାରିବାରିକ ବିବାଦ ମାମଲା । ପରିବାର ଅଦାଲତରେ ଶୁଣାଣି ପାଇଁ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ । ମଧ୍ୟସ୍ଥତା ପାଇଁ ଉଭୟ କୋର୍ଟରେ ପହଁଚିଥିବା ସୂଚନା । ଗତ ୧୪ ତାରିଖରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ବିଚାରପତି ସେଦିନ କାଉନସେଲିଂ କରିଥିଲେ ମଧ୍ୟ ସଫଳତା ମିଳି ନ ଥିଲା । ଆଜି ପୁଣି ଉଭୟଙ୍କ ମଧ୍ୟରେ କାଉନସେଲିଂ … Continue reading କୋର୍ଟରେ ପହଞ୍ଚିଲେ ବର୍ଷା ଓ ଅନୁଭବ