43.9 C
Bhubaneswar
Friday, April 19, 2024
Homeଓଡିଶାକୋର୍ଟରେ ପହଞ୍ଚିଲେ ବର୍ଷା ଓ ଅନୁଭବ

କୋର୍ଟରେ ପହଞ୍ଚିଲେ ବର୍ଷା ଓ ଅନୁଭବ

କଟକ: ବହୁଚର୍ଚ୍ଚିତ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ପାରିବାରିକ ବିବାଦ ମାମଲା । ପରିବାର ଅଦାଲତରେ ଶୁଣାଣି ପାଇଁ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ । ମଧ୍ୟସ୍ଥତା ପାଇଁ ଉଭୟ କୋର୍ଟରେ ପହଁଚିଥିବା ସୂଚନା । ଗତ ୧୪ ତାରିଖରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ବିଚାରପତି ସେଦିନ କାଉନସେଲିଂ କରିଥିଲେ ମଧ୍ୟ ସଫଳତା ମିଳି ନ ଥିଲା । ଆଜି ପୁଣି ଉଭୟଙ୍କ ମଧ୍ୟରେ କାଉନସେଲିଂ ହୋଇପାରେ ।

କଟକ ଏସସିବିରେ ଶିଶୁ ଚୋରି ଘଟଣାରେ ନୂଆମୋଡ଼: ଯୋଜନାବଦ୍ଧ ହୋଇଥିଲା ପିଲା ଚୋରି, ୮ ଦିନ ଧରି ଚାଲିଥିଲା ପ୍ଲାନିଂ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking