ଜ୍ୱାଇଁଙ୍କୁ ହତ୍ୟା ଉଦ୍ୟମ, ଶ୍ୱଶୁର ଗିରଫ
ବ୍ରହ୍ମପୁର: ଜ୍ୱାଇଁ ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲାରେ ସଦର ଥାନା ପୁଲିସ ଶ୍ୱଶୁରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ନୂଆଁରାମଚନ୍ଦ୍ରପୁର ଗ୍ରାମର ଜି. ଚନ୍ର୍ଦ୍ରେୟା(୫୬) ବୋଲି ପୁଲିସ କହିଛି । ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ ଗତ ୩ ବର୍ଷେ ପୂର୍ବେ ଜି. ଚନ୍ର୍ଦ୍ରେୟାଙ୍କ ଝିଅଙ୍କ ସହ ଆନ୍ଧ୍ରପ୍ରଦେଶ କାଞ୍ଚିଲି ଥାନା ଅନ୍ତର୍ଗତ ରେଖାଜେରପୁରମ୍ ଗ୍ରାମର ଡ଼. ରାଜୁଲୁଙ୍କ ସହ ବିବାହ ହୋଇଥିଲା । ଉଭୟଙ୍କ … Continue reading ଜ୍ୱାଇଁଙ୍କୁ ହତ୍ୟା ଉଦ୍ୟମ, ଶ୍ୱଶୁର ଗିରଫ
Copy and paste this URL into your WordPress site to embed
Copy and paste this code into your site to embed