ଜୁନ୍ ୨୭ରୁ ପିଜି ପାଇଁ ଆବେଦନ

ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଜୁନ୍ ୨୭ରୁ ଏସଏଏମଏସ ଜରିଆରେ ଆବେଦନ କରାଯିବ । ଏହାର ଶେଷ ତାରିଖ ଜୁଲାଇ ୧୨ ରହିଛି । ଏହା ପରେ ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅଗଷ୍ଟ ୨୫ ତାରିଖରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ । ଅଗଷ୍ଟ ୩୦ ସୁଦ୍ଧା ଚଏସ୍ ଫିଲିଂ ଓ … Continue reading ଜୁନ୍ ୨୭ରୁ ପିଜି ପାଇଁ ଆବେଦନ