27.1 C
Bhubaneswar
Friday, August 12, 2022
Homeଓଡିଶାଭୁବନେଶ୍ୱରଜୁନ୍ ୨୭ରୁ ପିଜି ପାଇଁ ଆବେଦନ

ଜୁନ୍ ୨୭ରୁ ପିଜି ପାଇଁ ଆବେଦନ

ଭୁବନେଶ୍ୱର: କମନ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଜୁନ୍ ୨୭ରୁ ଏସଏଏମଏସ ଜରିଆରେ ଆବେଦନ କରାଯିବ । ଏହାର ଶେଷ ତାରିଖ ଜୁଲାଇ ୧୨ ରହିଛି । ଏହା ପରେ ଅଗଷ୍ଟ ୧ ତାରିଖରୁ ୧୩ ତାରିଖ ମଧ୍ୟରେ ସବୁ ବିଷୟର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଅଗଷ୍ଟ ୨୫ ତାରିଖରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ । ଅଗଷ୍ଟ ୩୦ ସୁଦ୍ଧା ଚଏସ୍ ଫିଲିଂ ଓ ସେପ୍ଟେମ୍ବର ୫ ସିଟ୍ ଆଲଟମେଣ୍ଟ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking