ବିଜେଡିର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର : ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ୯ ଜଣ ବିଧାନସଭା ପ୍ରାର୍ଥୀ ଓ ଜଣେ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ୧) ଭୁବନେଶ୍ୱର ମଧ୍ୟ-ଅନନ୍ତ ନାରାୟଣ ଜେନା ୨)ଲକ୍ଷ୍ମୀପୁର -ପ୍ରଭୁ ଜାନି ୩)ପାରାଦୀପ-ଗୀତାଞ୍ଜଳି ରାଉତରାୟ ୪)ସମ୍ବଲପୁର-ପ୍ରସନ୍ନ ଆଚାର୍ଯ୍ୟ ୫)ରେଢାଖୋଲ-ରୋହିତ ପୂଜାରୀ ୬)ତେଲକୋଇ-ମାଧବ ସର୍ଦ୍ଦାର ୭)ତାଳଚେର-ବ୍ରଜ ପ୍ରଧାନ ୮)ନର୍ଲା-ମନୋରମା ମହାନ୍ତି ୯)ବାଲିଗୁଡା-ଚକ୍ରମଣି … Continue reading ବିଜେଡିର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା