ଆଉ କିଛି ସମୟ ପରେ ସୂର୍ଯ୍ୟ ଦେଖିବେ ଶ୍ରମିକ

ଉତ୍ତରାଖଣ୍ଡ: ଆଉ କିଛି ସମୟର ଅପେକ୍ଷା । ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ନିକଟତର ହେଉଛି ରେସକ୍ୟୁ ଟିମ୍ । ଉଦ୍ଧାର ହେବେ ୪୧ ଜଣ ଶ୍ରମିକ । ଉତ୍ତରାଖଣ୍ଡର ଶିଲ୍କୟାରାରେ ଘଟିଥିବା ଏହି ଘଟଣା ଉପରେ ସାରା ଦେଶର ନଜର । କେବତେବେଳେ ଉଦ୍ଧାର ହେବେ ଶ୍ରମିକ, ତାକୁ ସମସ୍ତେ ଅନେଇ ବସିଛନ୍ତି । ଆଉ ଅଳ୍ପ ଘଣ୍ଟା ମଧ୍ୟରେ ସମସ୍ତେ ଉଦ୍ଧାର ହେବେ ବୋଲି ଆଶା କରାଯାଉଛି । ଟନେଲ ବାହାରେ ୨୦ରୁ ଅଧିକ … Continue reading ଆଉ କିଛି ସମୟ ପରେ ସୂର୍ଯ୍ୟ ଦେଖିବେ ଶ୍ରମିକ