ହାଇକୋର୍ଟର ଦ୍ୱାରସ୍ତ ହେଲେ ପ୍ରଯୋଜକ ଅକ୍ଷୟ ପରିଜା

ଭୂବନେଶ୍ୱର: ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ସିନେ ପ୍ରେଯାଜକ ଅକ୍ଷୟ ପରିଜା । ଗିରଫ ଭୟରେ ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି । ବର୍ତ୍ତମାନ ପ୍ରେଯାଜକ ଅକ୍ଷୟ ପରିଜା କାଷ୍ଟିକାଉଚ ମାମଲାରେ ଛନ୍ଦି ହୋଇଯାଇଛନ୍ତି । ଯାହାଫଳରେ ସେ ଏହି ମାମଲାକୁ ବର୍ତ୍ତିବା ପାଇଁ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ତେବେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଜଣେ ଯୁବତୀଙ୍କୁ ଅଭିନେତ୍ରୀ କରାଇଦେବା ଆଳରେ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏଥି ସହିତ … Continue reading ହାଇକୋର୍ଟର ଦ୍ୱାରସ୍ତ ହେଲେ ପ୍ରଯୋଜକ ଅକ୍ଷୟ ପରିଜା