ବାପା ହେବେ ଅଭିନେତା ବରୁଣ ଧୱନ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭିଡି ୧୮’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ତାଙ୍କ ଚଳଚ୍ଚିତ୍ରର ଟାଇଟଲ୍ ଏବଂ ପ୍ରଥମ ଲୁକ୍ ପ୍ରକାଶ କରି ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ୍ କରିଥିଲେ। ବରୁଣ ଧୱନଙ୍କ ଏହି ଫିଲ୍ମ ମେ ୩୧, ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଥିବା ବେଳେ ଏହି ସମୟରେ ଅଭିନେତା ନିଜ ପ୍ରଶଂସକଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ଅଭିନେତା … Continue reading ବାପା ହେବେ ଅଭିନେତା ବରୁଣ ଧୱନ