ନୂଆ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଲକ୍ଷ୍ମୀସାଗର ଥାନାରେ ରୁଜୁ ହେଲା ପ୍ରଥମ ମାମଲା

ଭୁବନେଶ୍ୱର : ଆଜିଠୁ ସମଗ୍ର ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା । ଏହି ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ରୁଜୁ ହୋଇଛି ପ୍ରଥମ ମାମଲା । ଏକ ହତ୍ୟା ଉଦ୍ୟମ ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ,ଚିନ୍ତାମଣିଶ୍ୱର ମନ୍ଦିର ଅଞ୍ଚଳର ଗୌରାଙ୍ଗ ଚରଣ ଦାସଙ୍କୁ ମରଣାନ୍ତକ ଆକ୍ରମଣ ନେଇ ତାଙ୍କ ପୁଅ ଏହି ମାମଲା ରୁଜୁ କରିଛନ୍ତି । ଜୁନ ୨୯ ରାତିରେ ଦୁଇଟି ବାଇକରେ … Continue reading ନୂଆ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଲକ୍ଷ୍ମୀସାଗର ଥାନାରେ ରୁଜୁ ହେଲା ପ୍ରଥମ ମାମଲା